ତିନି ପାଞ୍ଜି

Viewing 3 posts - 1 through 3 (of 3 total)
  • Author
    Posts
  • #7392
    Ajaya Mahala
    Participant

    ‘ତିନି ପାଞ୍ଜିରୁ ଯିବା’ ଲୋକୋକ୍ତିର ମାନେ କଣ ? ଏଠାରେ ତିନି ପାଞ୍ଜି କଣ କଣ ?

    #7393
    sahityacharcha
    Keymaster

    ‘ପଞ୍ଜିକରଣ’ଶବ୍ଦରୁ ‘ପାଞ୍ଜି’ର ସୃଷ୍ଟି। ଏଥିରେ ତିନି ପ୍ରକାର ଘଟଣା ପଞ୍ଜିକୃତ ବା ଲିପିବଦ୍ଧ ହୋଇଥାଏ। ଯଥା, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ।
    ତେଣୁ ଯେଉଁ ବ୍ୟକ୍ତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବୋଲି କିଛି ହିଁ ନାହିଁ, ତାହା ପାଇଁ କୁହାଯାଏ ଯେ ‘ତିନି ପାଞ୍ଜିରୁ ଗଲା’।

    #7918
    G C Das
    Participant

    ଏହି କଥାଟି ସହିତ ମୁଁ ଏକମତ

Viewing 3 posts - 1 through 3 (of 3 total)
  • You must be logged in to reply to this topic.