ଗଳ୍ପ ଲିଖନ କୌଶଳ।

Viewing 1 post (of 1 total)
  • Author
    Posts
  • #17154
    debashis
    Participant

    ବର୍ତ୍ତମାନ ସମୟରେ ଆମେ ଦେଖିବାକୁ ପାଉଛେ ସାହିତ୍ୟ ଜଗତକୁ ଅନେକ ଗାଳ୍ପିକ ଆସିଲେଣି। ଦ୍ରୁତ ଗତିରେ ଗଳ୍ପ ପୁସ୍ତକ ମଧ୍ଯ ଛପା ହୋଇଯାଉଛି। । ମାତ୍ର ଗଳ୍ପରେ ସେଭଳି କୌଣସି ବୈପ୍ଲବିକ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ଗଳ୍ପ ରଚନା କରିବାର କୌଶଳ ମଧ୍ୟ ଅନେକଙ୍କୁ ଜଣା ନଥିବାରୁ ସେହି ଗଳ୍ପ କୌଣସି ପ୍ରଭାବ ପକାଇ ପାରୁନାହିଁ। ଏଣୁ ଗଳ୍ପ ସଠିକଭାବେ କିପରି ରଚନା କରାଗଲେ ତାହା ପାଠକଙ୍କ ପାଖରେ ଆଦୃତି ପାଇବ।

Viewing 1 post (of 1 total)
  • You must be logged in to reply to this topic.