ଓଡ଼ିଆ ଭାଷାରେ ଇମୋଜି ଚିହ୍ନର ବ୍ୟବହାର

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଓଡ଼ିଆ ଭାଷାରେ ଇମୋଜି ଚିହ୍ନର ବ୍ୟବହାର

Viewing 3 posts - 1 through 3 (of 3 total)
  • Author
    Posts
  • #5577
    Bibek
    Participant

    ସାହିତ୍ୟ ଚର୍ଚ୍ଚାର ସଂପାଦକୀୟରେ ଓଡ଼ିଆ ଭାଷା ଓ ସାହିତ୍ୟରେ ଶବ୍ଦ ବଦଳରେ ଇମୋଜି ଚିହ୍ନ ବ୍ୟବହାର ସମ୍ପର୍କରେ ପଶ୍ନ ଉଠାଯାଉଛି। ଏହା ନିଶ୍ଚିନ୍ତ ଭାବରେ ଏକ ଚିନ୍ତନୀୟ ବିଷୟ। ଆମ ଭାଷାରେ କଣ ଶବ୍ଦ ନାହିଁ ଯେ ଆମେ ଇମୋଜି ବ୍ୟବହାର କରିବା?

    #5584

    ଯୁଗକୁ ଚାହିଁ ଭାଷା। ଏଣୁ ଯେଉଁଠି ଆବଶ୍ୟକ ସେଠି ଆମେ ଟିକିଏ ଇମୋଜି ବ୍ୟବହାର କରିଦେଲେ କ୍ଷତି କଣ।

    #6189
    Sasmita
    Participant

    Yes, why should we use emoji so much ?

Viewing 3 posts - 1 through 3 (of 3 total)
  • You must be logged in to reply to this topic.