ଏକାଡେମୀ ପୁରସ୍କାର

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଏକାଡେମୀ ପୁରସ୍କାର

Viewing 2 posts - 1 through 2 (of 2 total)
  • Author
    Posts
  • #6520
    Bibek
    Participant

    ଓଡିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ସଭାରେ ପୁରସ୍କାର ପ୍ରଦାନ ପାଇଁ କିଛି ଦିନ ତଳେ ଏକ ନୂଆ ନୀତି ଅନୁମୋଦିତ ହୋଇଛି। ମନେ ହୁଏ ଏହି ନୂଆ ନୀତିଟି ବେଶ୍ ପାରଦର୍ଶୀ। ଏଣୁ ଏହାକୁ ଆମେ ସ୍ବାଗତ କରିବା ଉଚିତ।

    #6612
    Sasmita
    Participant

    ମୁଁ ଆପଣଙ୍କ କଥାରେ ସହମତ।

Viewing 2 posts - 1 through 2 (of 2 total)
  • You must be logged in to reply to this topic.