ଇଂରାଜୀ ଭାଷାର ଭିଡ ଭିତରେ ହଜି ଯାଉଛି କି ଓଡିଆ ଭାଷା ?

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଇଂରାଜୀ ଭାଷାର ଭିଡ ଭିତରେ ହଜି ଯାଉଛି କି ଓଡିଆ ଭାଷା ?

Viewing 2 posts - 1 through 2 (of 2 total)
  • Author
    Posts
  • #10217
    G C Das
    Participant

    ଇଂରାଜୀ ଭାଷାର ଭିଡ ଭିତରେ ହଜି ଯାଉଛି କି ଓଡିଆ ଭାଷା ?

    #10271
    debashis
    Participant

    ହଁ, ଓଡିଆ ଭାଷା ହଜିଯାଉଛି ଅନ୍ୟ ଭାଷା ମାନଙ୍କର ଭିଡ ଫଳରେ। ଆମେ ଆମ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଅଧିକାଂଶ ଶବ୍ଦ ଇଂରାଜୀ ବା ଇଂରାଜୀ ପ୍ରଭାବିତ। ଲେଖିଲାବେଳେ ମଧ୍ୟ ଆମେ ଓଡିଆ ଶବ୍ଦ ବ୍ୟବହାର ନକରି ପ୍ରାୟତଃ ଇଂରାଜୀ ବା ହିନ୍ଦୀ ଶବ୍ଦ ବ୍ୟବହାର କରୁଛେ। ଯାହା ଫଳରେ ଆମ ଓଡିଆ ଭାଷା ଧୀରେଧୀରେ ମରିଯାଉଛି। ଆମେ ଯଦି ଶପଥ ନେବା କି ଓଡିଆରେ ପଢିବା, ଓଡିଆରେ କହିବା, ଓଡିଆରେ ଲେଖିବା,ଏବଂ ଇଂରାଜୀ ଶବ୍ଦକୁ ଅତିଆବଶ୍ୟକ ସମୟରେ ବ୍ୟବହାର କରି ଆଉସବୁବେଳେ ଓଡିଆ ଭାଷାକୁ ବ୍ୟବହାର କଲେ ଓଡିଆ ଭାଷାର ନିଶ୍ଚିନ୍ତ ଉନ୍ନତି ହୋଇପାରିବ।

Viewing 2 posts - 1 through 2 (of 2 total)
  • You must be logged in to reply to this topic.