Reply To: ବର୍ତ୍ତମାନ ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଲୋକପ୍ରିୟତା ବଢୁଛି କି ?

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ବର୍ତ୍ତମାନ ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଲୋକପ୍ରିୟତା ବଢୁଛି କି ? Reply To: ବର୍ତ୍ତମାନ ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଲୋକପ୍ରିୟତା ବଢୁଛି କି ?

#7281
Bibek
Participant

ବର୍ତ୍ତମାନ ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଲୋକପ୍ରିୟତା ଦିନକୁ ଦିନ କମିବାରେ ଲାଗୁଛି। ଏହା ଉପରେ କାହାର ବି ଦୃଷ୍ଟି ପଡୁନାହିଁ।