Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ଗଳ୍ପଗୁଡ଼ିକ କଣ କଲେ ପରିମାର୍ଜିତ ଓ ପରିବର୍ଦ୍ଧିତ ହୋଇ ପାରିବ ? › Reply To: ଗଳ୍ପଗୁଡ଼ିକ କଣ କଲେ ପରିମାର୍ଜିତ ଓ ପରିବର୍ଦ୍ଧିତ ହୋଇ ପାରିବ ?
2026-08-13 at 7:04 am
#21928
Participant
ଗଳ୍ପକୁ ହୃଦୟରୁ ଲେଖିଲେ ନିଶ୍ଚୟ ଭଲ ଗପ ହୋଇପାରିବ। କାହାଣୀ ଚୋରି କରି ବା କପି କରି ଲେଖିଲେ ଗପଟି ଭଲ ହେବନାହିଁ।