Reply To: ଶିଶୁ ସାହିତ୍ୟ କାହା ପାଇଁ?

#2140
Anonymous
Inactive

ଜୟ ଜଗନ୍ନାଥ। ବର୍ତ୍ତମାନ ଯୁଗର ଶିଶୁ ମାନଙ୍କ ପାଇଁ ସାହିତ୍ୟ ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା କଳ୍ପନା କରିବା ବହୁତ କଷ୍ଟ। ସାହିତ୍ୟ କୁ ମାନ୍ୟତା ଦେବା ପାଇଁ କେତେ ବଡ ବଡ ସାହିତ୍ୟକ ଯେ କେତେ କଷ୍ଟ କରିଛନ୍ତି। କିନ୍ତୁ ଏବେକାର ଶିଶୁ ତାହା ବୁଝୁନାହାନ୍ତି। ଟିଭି ଓ ମୋବାଇଲ ବ୍ୟବହାର କରି ନିଜର ସମୟ ଅତିବାହିତ କରୁଛନ୍ତି।