Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ନୋବେଲ ଓ ନୋବେଲା › Reply To: ନୋବେଲ ଓ ନୋବେଲା
2026-04-16 at 9:23 pm
#20557
Participant
ନୋବେଲ ବଦଳରେ ଯଦି ଅଧିକ ନୋବେଲା ଲେଖାଯାନ୍ତା, ତେବେ ଅଧିକ ପାଠକୀୟ ଆଦୃତି ପାଇପାରନ୍ତା। ଏବଂ ପାଠକମାନେ ମଧ୍ୟ କମ୍ ସମୟରେ ଅଧିକ ରଚନା ପଢ଼ିପାରନ୍ତେ।