Reply To: ମଞ୍ଚ ନାଟକ

#20512
debashis
Participant

ମଞ୍ଚ ଓ ନାଟକ ହେଉଛି ସଂସ୍କୃତିର ରକ୍ଷାକବଚ ସଦୃଶ। ନାଟକଟିଏ ମଞ୍ଚ ଉପରେ ଅଭିନୟ ହେବାପରେ ଜୀବସତ୍ତା ଲାଭ କରିଥାଏ।