Reply To: ଗଳ୍ପଗୁଡ଼ିକ କଣ କଲେ ପରିମାର୍ଜିତ ଓ ପରିବର୍ଦ୍ଧିତ ହୋଇ ପାରିବ ?

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଗଳ୍ପଗୁଡ଼ିକ କଣ କଲେ ପରିମାର୍ଜିତ ଓ ପରିବର୍ଦ୍ଧିତ ହୋଇ ପାରିବ ? Reply To: ଗଳ୍ପଗୁଡ଼ିକ କଣ କଲେ ପରିମାର୍ଜିତ ଓ ପରିବର୍ଦ୍ଧିତ ହୋଇ ପାରିବ ?

#13862
Gopabandhu
Participant

ବର୍ତ୍ତମାନର ସମୟରେ ଆଉ କେହି ବହୁତ ଲମ୍ବା କାହାଣୀ ପଢିବାକୁ କେହି ପସନ୍ଦ କରୁନାହାନ୍ତି। ଗଳ୍ପ ଗୁଡିକରେ ଚରିତ୍ର ବେଶୀ ଥିଲେ ମଧ୍ୟ ବିମୁଖ ହେଉଛନ୍ତି ପାଠକ। ତେଣୁ, ଗଳ୍ପ ଗୁଡିକରେ ସ୍ୱଳ୍ପ ସଂଖ୍ୟକ ଚରିତ୍ର, କମ କାହାଣୀ, କମ ବର୍ଣ୍ଣନା କଲେ ପାଠକ ଆଗ୍ରହର ସହକାରେ ପଢିପାରିବ। ବର୍ତ୍ତମାନ ତ ମିନିଗଳ୍ପ, ଅଣୁଗଳ୍ପ ଆଦିକୁ ପ୍ରାଧାନ୍ୟ ଦିଆଗଲାଣି। ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଆଗଲେ ନିଶ୍ଚିତ ଗଳ୍ପ ସାହିତ୍ୟର ପରିସର ପରିମାର୍ଜିତ ଅବଂ ପରିବର୍ଦ୍ଧିତ ହୋଇପାରିବ।