Reply To: ଜଗନ୍ନାଥ ଦାସଙ୍କ ଭାଗବତ

#13537
Gopabandhu
Participant

ପୂର୍ବରୁ ଯଦିଓ କିଛି ସାହିତ୍ୟ ରଚନା ହୋଇଥିଲା, ତଥାପି ଓଡିଆ ଭଗବତ ଘରେ ଘରେ ଆଦୃତ ହୋଇପାରିଲା। ଏହାର କାରଣ ହେଉଛି ଶୁଦ୍ଧ, ମାର୍ଜିତ, ମାନକ ଓଡିଆ ଭାଷାର ବ୍ୟବହାର। ଏହି ଭଗବତ ପାଇଁ ଓଡ଼ିଶାର ସାକ୍ଷରତା ହାର ଢେର ବଢି ଯାଇଥିଲା।