Reply To: ନୋବେଲ ଓ ନୋବେଲା

#20557
debashis
Participant

ନୋବେଲ ବଦଳରେ ଯଦି ଅଧିକ ନୋବେଲା ଲେଖାଯାନ୍ତା, ତେବେ ଅଧିକ ପାଠକୀୟ ଆଦୃତି ପାଇପାରନ୍ତା। ଏବଂ ପାଠକମାନେ ମଧ୍ୟ କମ୍ ସମୟରେ ଅଧିକ ରଚନା ପଢ଼ିପାରନ୍ତେ।