Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ସାମାଜିକ ଗଣମାଧ୍ୟମର ପ୍ରଭାବ › Reply To: ସାମାଜିକ ଗଣମାଧ୍ୟମର ପ୍ରଭାବ
2026-02-27 at 9:48 am
#20255
Participant
ପତ୍ରପତ୍ରିକାର ମୁଦ୍ରିତ ଲେଖା ପଢ଼ିବା ପାଇଁ ପାଠକମାନଙ୍କର ଆଗ୍ରହ ଆସିବା ଆବଶ୍ୟକ। ପତ୍ରିକାଟିକୁ ହାତରେ ଧରି ପଢ଼ିବା ଦ୍ଵାରା ଏକ ନିଆରା ଅନୁଭବ ସୃଷ୍ଟି ହେବ।