Reply To: ସାମାଜିକ ଗଣମାଧ୍ୟମର ପ୍ରଭାବ

#20147
Gopabandhu
Participant

ମୋବାଇଲ୍ ଆଜିକାଲି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟରୁ ଗୋଟିଏ ହୋଇପଡିଛି। ମୋବାଇଲରେ ବହିଟିର ପିଡିଏଫ୍ ପଢ଼ିଲେ ସେତିକି ତୃପ୍ତି ମିଳେନି ଯେତିକି ବହିଟିର ମୁଦ୍ରିତ କପି ପଢ଼ିଲେ ମିଳିବ।