Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ନୋବେଲ ଓ ନୋବେଲା
ନୋବେଲ ବା ଉପନ୍ୟାସ ଏବଂ ନୋବେଲା ବା ଔପନ୍ୟାସିକା ଦୁଇଟି ଶବ୍ଦ ଏକାଭଳି ଶୁଣାଯାଉଥିଲେ ମଧ୍ୟ ଅଲଗା। ତେବେ ନୋବେଲ ଓ ନୋବେଲା କଣ କଣ ?
ବର୍ତ୍ତମାନ ପାଠକଙ୍କର ଏତେ ବଡବଡ ଉପନ୍ୟାସ ପଢିବାକୁ ଆଉ ଆଗ୍ରହ ନାହିଁ। କ୍ଷୁଦ୍ରଗଳ୍ପ ଠାରୁ ଟିକିଏ ବଡ ଲେଖା ହେଇଗଲେ ଯଥେଷ୍ଟ। ଯାହା ଅନ୍ୟୁନ ଷାଠିଏ ସତୁରୀ ପୃଷ୍ଠା ମଧ୍ୟରେ ସୀମିତ ଥିଲେ ଭଲ। ଲେଖକ ମାନେ ମଧ୍ୟ ପାଠକଙ୍କର ଚାହିଦାକୁ ଆଖି ଆଗରେ ରଖି ସେପରି ରଚନା କଲେ। ଯାହାକୁ ନୋବେଲା କୁହାଗଲା।
Log in / Register