Forum Replies Created
-
AuthorPosts
-
Ranjan Kumar
Participantକିଶୋରୀ ଚରଣ ଦାସଙ୍କ ‘କଥାସାହିତ୍ୟର କଳା ଓ କାରିଗରୀ’ ନାମକ ବହିଟି ପଢ଼ନ୍ତୁ। ଏଥିରେ ଗଳ୍ପ ରଚନାର କଳା ସମ୍ପର୍କରେ ଅନେକ ଦିଗଦର୍ଶନ ଅଛି। ବହିଟି ଇଷ୍ଟର୍ଣ ମିଡିଆ ଲିମିଟେଡ ଦ୍ୱାରା ୧୯୯୦ ମସିହାରେ ପ୍ରକାଶିତ। ଏହାର ନୂଆ ସଂସ୍କରଣ ମଧ୍ୟ ବୋଧହୁଏ ମିଳୁଥିବ।
Ranjan Kumar
Participantମୋବାଇଲ୍ ଯେମିତି ଆମ ଜୀବନ ଭିତରକୁ ପଶିଆସିଛି, ତାହା ଦିନେ ବି ସେମିତି ଚାଲିଯିବ। କାରଣ ଯାହାର ଆରମ୍ଭ ଥାଏ, ତାହାର ଇତି ମଧ୍ୟ ଦିନେ ନା ଦିନେ ଘଟିଥାଏ। ଆଗାମୀ କାଳର ଏକ ମୋବାଇଲ୍-ବିହୀନ ସଂସାରରେ ସାହିତ୍ୟ କେଉଁ ରୂପ ନେବାକୁ ଯାଉଛି, ସେ କଥା ଚିନ୍ତା କରାଯାଉ।
Ranjan Kumar
Participantଓଡିଶାରେ ଛପା ବହିର ବିକ୍ରୟ ସଂଖ୍ୟା କମୁଛି। କିନ୍ତୁ ତାହା ଅନୁପାତରେ ଇ-ବୁକ୍ର ବିକ୍ରୟ ସଂଖ୍ୟା ବଢ଼ୁନାହିଁ। ଏହା ଆମ ସାହିତ୍ୟ ପାଇଁ ଗୋଟିଏ ଘୋର ସଂକଟର କାରଣ ହେବ।
Ranjan Kumar
Participantଦୁଃଖର ବିଷୟ ଯେ ଓଡ଼ିଆ ଲେଖକ ଓ ପ୍ରକାଶକମାନେ ଏ ପର୍ଯ୍ୟନ୍ତ ଡିଜିଟାଲୀକରଣର ମହତ୍ଵ ବୁଝିପାରି ନାହାନ୍ତି। ଶୁଣିଲୁ ଯେ ଶ୍ରୀଯୁକ୍ତ ନିଖିଳ ପଟ୍ଟନାୟକ ନିଜର ‘ସୃଜନିକା’ (ଓଡ଼ିଆ ବିଭବ ଡଟ୍ କମ୍)ରେ ଅପଲୋଡ କରିବା ପାଇଁ ଉପଯୁକ୍ତ ସଂଖ୍ୟକ ଓଡ଼ିଆ ବହି ପାଉନାହାନ୍ତି।
Ranjan Kumar
ParticipantThese days do the children really read books? They would rather watch the TV or a mobile phone. I think that the golden days of our childhood is lost.
Ranjan Kumar
ParticipantCan we create a fund for such writers in distress by appealing for donations by the people who can afford it. Let us think of it.
-
AuthorPosts