ସାମାଜିକ ଗଣମାଧ୍ୟମର ପ୍ରଭାବ

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ସାମାଜିକ ଗଣମାଧ୍ୟମର ପ୍ରଭାବ

Viewing 2 posts - 1 through 2 (of 2 total)
  • Author
    Posts
  • #19716
    G C Das
    Participant

    ସାମାଜିକ ଗଣମାଧ୍ୟମ କାରଣରୁ ପତ୍ରପତ୍ରିକାରେ ପାଠକଙ୍କ ସଂଖ୍ୟା ହ୍ରାସ ପାଉଛି। ମୁଦ୍ରିତ ପତ୍ରିକାଗୁଡ଼ିକ ପଢ଼ିବା ପାଇଁ ପାଠକମାନଙ୍କର ରୁଚି କେମିତି ଫୋରାଇ ଅଣାଯାଇପାରିବ?

    #19810
    Ranjan Kumar
    Participant

    ମୋବାଇଲ୍ ଯେମିତି ଆମ ଜୀବନ ଭିତରକୁ ପଶିଆସିଛି, ତାହା ଦିନେ ବି ସେମିତି ଚାଲିଯିବ। କାରଣ ଯାହାର ଆରମ୍ଭ ଥାଏ, ତାହାର ଇତି ମଧ୍ୟ ଦିନେ ନା ଦିନେ ଘଟିଥାଏ। ଆଗାମୀ କାଳର ଏକ ମୋବାଇଲ୍-ବିହୀନ ସଂସାରରେ ସାହିତ୍ୟ କେଉଁ ରୂପ ନେବାକୁ ଯାଉଛି, ସେ କଥା ଚିନ୍ତା କରାଯାଉ।

Viewing 2 posts - 1 through 2 (of 2 total)
  • You must be logged in to reply to this topic.