କବିତା, କବିତା ଓ କେବଳ କବିତା

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum କବିତା, କବିତା ଓ କେବଳ କବିତା

  • This topic has 2 replies, 3 voices, and was last updated 5 years ago by Anonymous.
Viewing 3 posts - 1 through 3 (of 3 total)
  • Author
    Posts
  • #1687
    Ranjan Kumar
    Participant

    ସାହିତ୍ୟ କହିଲେ କଣ କବିତା କୁ ହିଁ ବୁଝାଏ? ଯଦି ନା ତେବେ ଆଜିର ସାହିତ୍ୟିକ ମାନେ କେବଳ ରାଶି ରାଶି କବିତା ହିଁ ସୃଷ୍ଟି ରେ ହିଁ ମନୋନିବେଶ କାହିଁକି କରୁଛନ୍ତି? ଏହା ଫଳରେ ଗଳ୍ପ ଓ ରମ୍ୟ ରଚନା ଭଳି ସାହିତ୍ୟର ଅନ୍ୟ ବିଭାଗଗୁଡିକ ଦୁର୍ବଳ ହୋଇପଡୁଛି। ଆଜିକାଲି ସମାଲୋଚନା ଆଉ କେହି ଲେଖୁନାହାନ୍ତି କହିଲେ ଚଳେ। ଏହା ସାହିତ୍ୟ ପାଇଁ ମୋଟେ ଶୁଭଙ୍କର ନୁହେଁ।

    #1902
    sahityacharcha
    Keymaster

    ସାହିତ୍ୟର ଉନ୍ମେଷ କାବ୍ୟରୁ ହିଁ ହୋଇଛି। ଏହା ଆମେ ଭୁଲିଯିବା ଉଚିତ ନୁହେଁ। ଅବଶ୍ୟ ସାହିତ୍ୟର ସମସ୍ତ ବିଭାଗର ସମ ପରିମାଣରେ ବିକାଶ ଆବଶ୍ୟକ।

    ସମ୍ପାଦକ

    #2124
    Anonymous
    Inactive

    ଆଜି କାଲି କବିତାରେ ହିଁ ଚାଲିଛି ସାହିତ୍ୟ।

Viewing 3 posts - 1 through 3 (of 3 total)
  • You must be logged in to reply to this topic.