ଓଡ଼ିଆ ଭାଷାର ଡିଜିଟାଲୀକରଣ।

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଓଡ଼ିଆ ଭାଷାର ଡିଜିଟାଲୀକରଣ।

Viewing 3 posts - 1 through 3 (of 3 total)
  • Author
    Posts
  • #17089
    Gopabandhu
    Participant

    ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା। ଓଡ଼ିଆ ଭାଷା ବୈଜ୍ଞାନିକ ପଦ୍ଧତିର ଭାଷା। ବର୍ତ୍ତମାନର ଏକବିଂଶ ଶତାବ୍ଦୀରେ ଜଗତୀକରଣ ପ୍ରଭାବରେ ବିଶ୍ବବ୍ୟାପୀ ଭାଷା ଡିଜିଟାଲୀକରଣ ହେଲାଣି। ଓଡ଼ିଆ ଭାଷା ମଧ୍ୟ ପଛରେ ନାହିଁ। ତେବେ ଓଡ଼ିଆ ଭାଷା କେଉଁ କେଉଁ ମାଧ୍ୟମରେ ଡିଜିଟାଲ ହୋଇଛି ବୋଲି କହିପାରିବା।

    #17672
    debashis
    Participant

    ଯେଉଁମାନେ ସାହିତ୍ୟକୁ କ୍ଳିଷ୍ଟ ବୋଲି ଭାବୁଛନ୍ତି ସେମାନଙ୍କ ପାଖରେ ସାହିତ୍ୟ ଅତି ସହଜରେ ପହଞ୍ଚିପାରିବ।

    • This reply was modified 3 weeks, 5 days ago by debashis.
    #17871
    Ranjan Kumar
    Participant

    ଦୁଃଖର ବିଷୟ ଯେ ଓଡ଼ିଆ ଲେଖକ ଓ ପ୍ରକାଶକମାନେ ଏ ପର୍ଯ୍ୟନ୍ତ ଡିଜିଟାଲୀକରଣର ମହତ୍ଵ ବୁଝିପାରି ନାହାନ୍ତି। ଶୁଣିଲୁ ଯେ ଶ୍ରୀଯୁକ୍ତ ନିଖିଳ ପଟ୍ଟନାୟକ ନିଜର ‘ସୃଜନିକା’ (ଓଡ଼ିଆ ବିଭବ ଡଟ୍ କମ୍)ରେ ଅପଲୋଡ କରିବା ପାଇଁ ଉପଯୁକ୍ତ ସଂଖ୍ୟକ ଓଡ଼ିଆ ବହି ପାଉନାହାନ୍ତି।

Viewing 3 posts - 1 through 3 (of 3 total)
  • You must be logged in to reply to this topic.