ଓଡିଆ ଭାଷାର ସୁରକ୍ଷା

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଓଡିଆ ଭାଷାର ସୁରକ୍ଷା

Viewing 3 posts - 1 through 3 (of 3 total)
  • Author
    Posts
  • #19536
    G C Das
    Participant

    ଓଡିଆ ଭାଷାର ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ କରୁଥିବା ବନ୍ଧୁମାନେ ନିଜ ସନ୍ତାନର ଜନ୍ମ ଦିନ ହେଉ କିମ୍ବା ବିବାହ ନିମନ୍ତ୍ରଣ ପତ୍ର ଇଂରାଜୀରେ ଛାପୁନାହାନ୍ତି କାହିଁକି ?

    #19538
    Gopabandhu
    Participant

    ଓଡ଼ିଆ ଭାଷା ପ୍ରତି ଥିବା ଉପର ଠାଉରିଆ ପ୍ରେମ ଏବଂ ଇଂରାଜୀ ପ୍ରତି ଥିବା ଅନ୍ତରର ପ୍ରେମ ଜଳଜଳ ହୋଇ ଦେଖାଯାଏ ସେମାନଙ୍କ ଏହି ଭଳି କାମରେ। ଖାଲି ଡେଙ୍ଗୁରା ବଜେଇ ଓଡ଼ିଆ ଭାଷା ଓଡ଼ିଆ ଭାଷା ହେଲେ ହେବନି, ତୃଣମୂଳ ସ୍ତରରୁ ଆମକୁ ଓଡ଼ିଆ ଭାଷାର ଉନ୍ନତି ଦିଗରେ କାମ କରିବାକୁ ପଡ଼ିବ।
    ଆଉ କେତେକ ଲୋକ ଯେଉଁମାନେ ଓଡ଼ିଆ ଭାଷା ସୁରକ୍ଷା ଦିଗରେ ଚିତ୍କାର କରୁଛନ୍ତି, ସେମାନଙ୍କର ଡର କାଳେ, ଲେଖା ଗୁଡ଼ିକ ଭୁଲ ହୋଇଯିବ କି !!
    ଓଡ଼ିଆ ଭାଷାର ଉନ୍ନତି ଯଦି ଆମେ ଚାହୁଁଛେ, ତେବେ ଓଡିଆରେ ପ୍ରତ୍ୟେକ କାମ କରିବାକୁ ପଡ଼ିବ।

    #19715
    debashis
    Participant

    ଓଡିଆ ଭାଷାକୁ ବଞ୍ଚାଇବାକୁ ହେଲେ ପ୍ରତିକ୍ଷେତ୍ରରେ କାମ କରିବାକୁ ପଡିବ।

Viewing 3 posts - 1 through 3 (of 3 total)
  • You must be logged in to reply to this topic.