ଦୁଇପଦି କବିତା

Viewing 2 posts - 1 through 2 (of 2 total)
  • Author
    Posts
  • #8490
    debashis
    Participant

    ଆଜିକାଲି ମାତ୍ର ଦୁଇପଦରେ ଓଡିଆ ଭାଷାରେ ଅତି ଚମତ୍କାର କବିତା ଦେଖିବାକୁ ମିଳୁଛି | ଯାହା ଖୁବ ସୁନ୍ଦର ଲାଗୁଛି |
    ଗୋଟିଏ ଉଦାହରଣ :

    ସଂସାର
    —–
    ସଂସାର ବନ୍ଧନ ବିଚିତ୍ର ସ୍ପନ୍ଦନ
    ମରୁଭୁମି ଓଟ ଯଥା
    ନିଜ ରକ୍ତ ନିଜେ ପାନକରି ହେଜେ
    କାକଟସ ରକ୍ତ କଥା |
    ଅଦ୍ଭୁତ ବନ୍ଧନ ବିଚିତ୍ର ଚେତନ
    ସପନରେ ବନ୍ଧି ହୋଇ
    ଦୁଃଖ ସୁଖ ସବୁ କରିନିଏ କାବୁ
    ମୋର ମୋର ହେଉ ଥାଇ|

    ଆମ ସଦସ୍ୟ ବନ୍ଧୁ ମାନେ ଏହିଭଳି କିଛି ଦୁଇପଦି କବିତା ପଢିଥିଲେ ଏଠାରେ ଲେଖିବାକୁ ଅନୁରୋଧ |

    #8681
    pravanjan
    Participant

    ବର୍ତ୍ତମାନ ତ ଏଭଳି ସଂକ୍ଷିପ୍ତ କବିତାର ଯୁଗ। ଏଣୁ ସ୍ବାଗତଯୋଗ୍ୟ।

    • This reply was modified 1 year, 3 months ago by pravanjan.
    • This reply was modified 1 year, 3 months ago by pravanjan.
Viewing 2 posts - 1 through 2 (of 2 total)
  • You must be logged in to reply to this topic.