Reply To: The sale of Odia books is coming down.

#998
Sujata Tripathy
Participant

ଅବଶ୍ୟ ଵହିର ପାଠକଙ୍କ ସଂଖ୍ୟା କମିଛି। କିନ୍ତୁ ଏହା କେବଳ ଓଡିଆ ରେ ଘଟୁନାହିଁ, ଅନ୍ୟ ଭାଷାରେ ବି ଘଟୁଛି।