Reply To: ତିନି ପାଞ୍ଜି

#7393
sahityacharcha
Keymaster

‘ପଞ୍ଜିକରଣ’ଶବ୍ଦରୁ ‘ପାଞ୍ଜି’ର ସୃଷ୍ଟି। ଏଥିରେ ତିନି ପ୍ରକାର ଘଟଣା ପଞ୍ଜିକୃତ ବା ଲିପିବଦ୍ଧ ହୋଇଥାଏ। ଯଥା, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ।
ତେଣୁ ଯେଉଁ ବ୍ୟକ୍ତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବୋଲି କିଛି ହିଁ ନାହିଁ, ତାହା ପାଇଁ କୁହାଯାଏ ଯେ ‘ତିନି ପାଞ୍ଜିରୁ ଗଲା’।