Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ବର୍ତ୍ତମାନ ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଲୋକପ୍ରିୟତା ବଢୁଛି କି? › Reply To: ବର୍ତ୍ତମାନ ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଲୋକପ୍ରିୟତା ବଢୁଛି କି?
2024-03-30 at 6:32 am
#13412
Participant
ଦିନ ଥିଲା ଲୋକମାନେ ଗୀତିଧର୍ମୀ ଛନ୍ଦୋବଦ୍ଧ କବିତା ରଚନା କରୁଥିଲେ। ଆଧୁନିକ କବିତା ଲେଖା ହେବା ପରେ ଗଦ୍ୟ କବିତା ଲେଖିବା ଆରମ୍ଭ କଲେ। ବର୍ତମାନ ଲୋକମାନେ ପୁନଃ ସେଇ ପୁରୁଣା ଶୈଳୀରେ ଚଉପଦୀ, ଚଉତିଶା, କୋଇଲି, ଜଣାଣ ଆଦି ଗୀତି କବିତା ମାନ ରଚନା କଲେଣି। ଯାହା ପାଠକମାନଙ୍କ ମନକୁ ଆନନ୍ଦ ପ୍ରଦାନ କରିପାରୁଛି।