Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › କେତେଜଣ ବନମାଳୀ ଦାସ? › Reply To: କେତେଜଣ ବନମାଳୀ ଦାସ?
2024-01-04 at 12:23 pm
#12512
Gopabandhu
Participant
ଆଲୋଚକ ନୀଳମଣି ମିଶ୍ରଙ୍କ ମତରେ ପାଞ୍ଚଜଣ ବନମାଳୀ ରହିଛନ୍ତି। ରାସ ପ୍ରଣେତା, ପଦାବଳୀ ରଚୟିତା, ସୁଚିତ୍ର ରାମାୟଣ ପ୍ରଣେତା, ବାର୍ଷିକ ରାସ ପ୍ରଣେତା, ରାଧିକା ବୋଲି ଓ ଉଦ୍ଧବ ଚଉତିଶାର ରଚୟିତା ବନାମାଳୀଙ୍କ ସନ୍ଧାନ ମିଳେ। ପୁଣି ବନମାଳୀ ସାମନ୍ତରାୟ ବାର୍ଷିକ ରସ ରଚନା କରିଥିବାବେଳେ ଦ୍ଵିଜ ବନମାଳୀ ରାଧିକା ବୋଲି ଏବଂ ଉଦ୍ଧବ ଚଉତିଶା ରଚନା କରିଥିଲେ।