Reply To: ବିଶ୍ଵ ସାହିତ୍ୟରେ ତୁଳନାତ୍ମକ ସାହିତ୍ୟର ଆବଶ୍ୟକତା କଣ ପାଇଁ ପଡିଲା ?

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ବିଶ୍ଵ ସାହିତ୍ୟରେ ତୁଳନାତ୍ମକ ସାହିତ୍ୟର ଆବଶ୍ୟକତା କଣ ପାଇଁ ପଡିଲା ? Reply To: ବିଶ୍ଵ ସାହିତ୍ୟରେ ତୁଳନାତ୍ମକ ସାହିତ୍ୟର ଆବଶ୍ୟକତା କଣ ପାଇଁ ପଡିଲା ?

#11104
Gopabandhu
Participant

ପ୍ରାୟ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ତୁଳନାତ୍ମକ ସାହିତ୍ୟ ଇଉରୋପରେ ଆରମ୍ଭ ହୋଇଥିଲା। ନିଜ ଭାଷାରେ ରଚିତ ପ୍ରାଚୀନ ସାହିତ୍ୟ ସହ ଆଧୁନିକ ସାହିତ୍ୟର ଗଠନ ରୀତି, ପ୍ରକରଣରେ ନୂତନତା ପ୍ରଦର୍ଶନ କରିବା ଏହି ତୁଳନାତ୍ମକ ଦୃଷ୍ଟିର ଲକ୍ଷ୍ୟ ଥିଲା। ଏହି ଶତାବ୍ଦୀରେ ବିଜ୍ଞାନ ଦୃଷ୍ଟିର ପ୍ରସାର ହେତୁ ପ୍ରତ୍ୟେକ ଘଟଣା ସର୍ଜନଶୀଳତାକୁ ତର୍କ ମାଧ୍ୟମରେ ଗ୍ରହଣ କରିବାକୁ ପ୍ରୟାସ ହେଲା।