Reply To: ବର୍ତ୍ତମାନ ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଲୋକପ୍ରିୟତା ବଢୁଛି କି?

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ବର୍ତ୍ତମାନ ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଲୋକପ୍ରିୟତା ବଢୁଛି କି? Reply To: ବର୍ତ୍ତମାନ ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଲୋକପ୍ରିୟତା ବଢୁଛି କି?

#1012
Anamika Das
Participant

ଛନ୍ଦ ଓ ଲାଳିତ୍ୟ ବିନା କବିତା କ’ଣ କେବେ ତିଷ୍ଠିପାରେ? ଏହା ତ ଘଟିବାର ଥିଲା। ଉପେନ୍ଦ୍ର ଭଂଜଙ୍କୁ ଲୋକେ କାଳେକାଳେ ମନେରଖିଥିବେ, ହେଲେ ଅବୋଧ୍ୟ ଆଧୁନିକ କବିତାର ସ୍ରଷ୍ଟାମାନେ ଏମିତିକା ବିସ୍ମୃତିକୁ ଚାଲିଯିବେ।