Reply To: ଓଡିଆ ଭାଷାରେ ବିଦେଶୀ ଭାଷାର ମିଶ୍ରଣ ବନ୍ଦ ହୋଇ ପାରିବ ନା ନାହିଁ

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଓଡିଆ ଭାଷାରେ ବିଦେଶୀ ଭାଷାର ମିଶ୍ରଣ ବନ୍ଦ ହୋଇ ପାରିବ ନା ନାହିଁ Reply To: ଓଡିଆ ଭାଷାରେ ବିଦେଶୀ ଭାଷାର ମିଶ୍ରଣ ବନ୍ଦ ହୋଇ ପାରିବ ନା ନାହିଁ

#17872
debashis
Participant

ଯେଉଁ ଭାଷା ସବୁବେଳେ ଅନ୍ୟ ଭାଷା ମାନଙ୍କରୁ ଶବ୍ଦାବଳୀ ଆହରଣ କରି ନିଜ ଭାଷା ମଧ୍ୟରେ ମିଶେଇ ନୂଆ ଶବ୍ଦାବଳୀ ସୃଷ୍ଟି କରିଥାଏ, ସେହି ଭାଷାର ଶବ୍ଦକୋଷ ସେତେ ବୃଦ୍ଧି ହୋଇଥାଏ। ତେବେ ବିଦେଶୀ ଭାଷା ହେଉ ବା ଆମର କୌଣସି ଦେଶୀୟ ଭାଷା ହେଉ, ମିଶ୍ରଣ ଫଳରେ ଭାଷା ସମୃଦ୍ଧ ହେବ।