Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ଓଡ଼ିଆ ଭାଷାର ଡିଜିଟାଲୀକରଣ। › Reply To: ଓଡ଼ିଆ ଭାଷାର ଡିଜିଟାଲୀକରଣ।
2025-06-30 at 7:01 am
#17871
Participant
ଦୁଃଖର ବିଷୟ ଯେ ଓଡ଼ିଆ ଲେଖକ ଓ ପ୍ରକାଶକମାନେ ଏ ପର୍ଯ୍ୟନ୍ତ ଡିଜିଟାଲୀକରଣର ମହତ୍ଵ ବୁଝିପାରି ନାହାନ୍ତି। ଶୁଣିଲୁ ଯେ ଶ୍ରୀଯୁକ୍ତ ନିଖିଳ ପଟ୍ଟନାୟକ ନିଜର ‘ସୃଜନିକା’ (ଓଡ଼ିଆ ବିଭବ ଡଟ୍ କମ୍)ରେ ଅପଲୋଡ କରିବା ପାଇଁ ଉପଯୁକ୍ତ ସଂଖ୍ୟକ ଓଡ଼ିଆ ବହି ପାଉନାହାନ୍ତି।