Reply To: ଓଡିଆ ଭାଷାରେ ବିଦେଶୀ ଭାଷାର ମିଶ୍ରଣ ବନ୍ଦ ହୋଇ ପାରିବ ନା ନାହିଁ

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଓଡିଆ ଭାଷାରେ ବିଦେଶୀ ଭାଷାର ମିଶ୍ରଣ ବନ୍ଦ ହୋଇ ପାରିବ ନା ନାହିଁ Reply To: ଓଡିଆ ଭାଷାରେ ବିଦେଶୀ ଭାଷାର ମିଶ୍ରଣ ବନ୍ଦ ହୋଇ ପାରିବ ନା ନାହିଁ

#17466
Gopabandhu
Participant

ଭାଷା ସବୁବେଳେ ଆହରଣ ଏବଂ ସମୀକରଣ କରିଚାଲୁଥାଏ। ଭାଷା ଅନ୍ୟ ଭାଷା ମାନଙ୍କ ସହ ମିଶି ନୂଆ ଶବ୍ଦ ଗଠନ କରୁଥାଏ ତ କେତେବେଳେ ଅବ୍ୟବହୃତ ଶବ୍ଦାବଳୀ ମାନଙ୍କୁ ତ୍ୟାଗ କରିବାକୁ ପଡ଼ିଥାଏ। ଓଡ଼ିଆ ଭାଷାରେ ବିଦେଶୀ ଭାଷା ମିଶି ନୂଆ ଶବ୍ଦାବଳୀ ଗଠନ ହୋଇଥାଏ। ତେଣୁ ଭାଷାର ମିଶ୍ରଣ ଚାଲୁ ରହିବା ଆବଶ୍ୟକ।